ଏକାମ୍ରକ୍ଷେତ୍ରରେ କୋଣାର୍କ ଢାଞ୍ଚାର ମନ୍ଦିର

ପୁରୁଣା ଭୁବନେଶ୍ୱର : ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦି୍ଵତୀୟ କୋଣାର୍କ ପରିକଳ୍ପନାକୁ ନେଇ ସାରା ରାଜ୍ୟରେ ଚର୍ଚା ଲାଗି ରହିଥିବା ବେଳେ ସମସ୍ତେ କିନ୍ତୁ ପାସୋରି ଯାଇଛନ୍ତି ଏକାମ୍ର କ୍ଷେତ୍ରର ଯମେଶ୍ୱର ଓ ଚିତ୍ରକାରିଣୀ ମନ୍ଦିରକୁ। ଦୂରରୁ ପ୍ରାୟ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରି ଦେଖାଯାଉଥିବା ଏହି ଦୁଇ ମନ୍ଦିରର ନିର୍ମାଣ ଶୈଳୀଠାରୁ ଆରମ୍ଭ କରି ମନ୍ଦିରରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟକୁ ଦେଖିଲେ ଜଣେ ସେଠାରେ ଘଡ଼ିଏ ଅଟକି … Continue reading ଏକାମ୍ରକ୍ଷେତ୍ରରେ କୋଣାର୍କ ଢାଞ୍ଚାର ମନ୍ଦିର